- BJD ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ BJP ସରକାରକୁ ଚ୍ୟାଲେଞ୍ଜ
- ତାମିଲ ନେଇ ଗଲା ତାମିଲ ନେଇଗଲା, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଲା ।
- ପ୍ରଧାନମନ୍ତ୍ରୀ ଆସି କହିଥିଲେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି !
- ତେବେ କାହିଁକି ବାନ୍ଧୁନ?
- CBI ତଦନ୍ତ କୁଆଡେ ଗଲା?
- ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଲେ କି ଆମ ସରକାର ରାଜନୈତିକ ସୁରକ୍ଷା ଦିଆଯାଉନି। ତେବେ ଏଇଠି କଣ ହେଉଛି?
- ରାଜା ସ୍ୱାଇଁଙ୍କ ଟାର୍ଗେଟରେ କେବଳ BJP ସରକାର ନୁହଁନ୍ତି, ନିଜ ଦଳ BJD ମଧ୍ୟ

- BJD ସଭାପତି ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଭି.କେ.ପାଣ୍ଡିଆନଙ୍କୁ ବାନ୍ଧିବା ପାଇଁ BJP ସରକାରଙ୍କୁ ଉସୁକାଉଛନ୍ତି ରାଜା ସ୍ୱାଇଁ
- ଭୈରବ ପାଣ୍ଡିଆନ ହେଉଛନ୍ତି, ତାମିଲିନାଡୁର ମୂଳବାସୀନ୍ଦା,
- 2024 ନିର୍ବାଚନ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ ଟାର୍ଗେଟ କରୁଥିଲା BJP
- ସେତେବେଳେ ବନ୍ଦ ରହିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି, ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁକୁ ନେଇ ଯାଇଛନ୍ତି ବୋଲି BJP ପକ୍ଷରୁ ଅଭିଯୋଗ ହେଉଥିଲା।
- BJP ସରକାର ସେହି ତାମିଲି ବ୍ୟକ୍ତିଙ୍କୁ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ କରୁନାହିଁ ବେଲି ରାଜା ସ୍ୱାଇଁ ବିଧାନସଭାରେ ପ୍ରଶ୍ନ କରିଛନ୍ତି
Visited 3 times, 1 visit(s) today